News portal website
before header
[URIS id=5393]

ପଛୁଆ ପ୍ରତାରଣା !

0 292

ଓବିସି ପାଇଁ କି
କେତେ ଯେ ଦରଦ
ଦେଖେଇ ହୁଅନ୍ତି
ଆସିଗଲେ ନିର୍ବାଚନ,
ନିଜକୁ ସତିଆ ବୋଲାଇଥାନ୍ତି
ମାରିକି ଟୁଇଟର ବାଣ ।
ଓବିସି ପ୍ରସଙ୍ଗେ
ଘେରିଲେ ପ୍ରଥମେ
ବାବୁ ଶିକ୍ଷା ପ୍ରଧାନ ,
ବାରୁଦେ ନିଆଁ
ଚେଙ୍ଗିଲେ ସତେକି
ଚିହିଁକି ଉଠିଲେ
ବାବୁ ଦାସ ସଂଗଠନ ,
ସବୁ ଦେଖି ଶୁଣି
ଚୁପ୍ ଅଛନ୍ତି
ଆମ କମନ ମ୍ୟାନ ।

Leave A Reply

Your email address will not be published.